ବ୍ରହ୍ମପୁର MKCG ମେଡିକାଲ୍ରେ ଅସ୍ତ୍ରୋପ୍ରଚାର ପରେ ଗୁଳି କଢାଯାଇଛି।ଏବେ MKCG ମେଡିକାଲ୍ ICUରେ ପ୍ରେମ ସିଂ ମାଝୀ ଚିକିତ୍ସିତ ହେଉଛନ୍ତି। ଇନ୍ଦ୍ରଗଡ଼ ଜଙ୍ଗଲରେ ମାଓ ଅପରେସନ୍ ବେଳେ ତାଙ୍କ ପେଟରେ ବାଜିଥିଲା ଗୁଳି।
Credible Local News of Odisha