ଏମ ରାମପୁରରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ଠାରେ ମଣ୍ଡଳ ବିଜେପି ସଭାପତି ପ୍ରତାପ ରଣାଙ୍କ ନେତୃତ୍ବରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି ।

ଏଥିରେ ବିଜେପି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ପ୍ରାରମ୍ଭରେ କାର୍ଯ୍ୟକର୍ତ୍ତା ମାନେ ଡ଼ଃ ମୁଖାର୍ଜୀଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସୃତି ଚାରଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version