ଏମ୍ସ ଭୁବନେଶ୍ୱର ଠିକା କର୍ମଚାରୀ ସଂଘର ବୈଠକ

ଏମ୍ସ ଭୁବନେଶ୍ୱର ଠିକା କର୍ମଚାରୀ ସଂଘ ପକ୍ଷରୁ ସଙ୍ଘ ସଭାପତି ଅଞ୍ଜନ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଦଳୀୟ ନେତୃତ୍ୱଙ୍କ ସହ ଯୋଗ ଦେଇଥିଲେ l

ଏହି ବୈଠକରେ କାର୍ଯ୍ୟରତ ବିଭିନ୍ନ ଶ୍ରେଣୀର ଶ୍ରମିକ ଭାଇ ଭଉଣୀ ମାନଙ୍କରର ଅସୁବିଧା ବିଷୟରେ ଆଲୋଚନା ହୋଇଛିl ସବୁ ସମସ୍ୟା ସମାଧାନ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଅତିଥି ବୃନ୍ଦ ପ୍ରତିଶୃତି ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes