ଏମକେସିଜି ମେଡିକାଲ୍‌ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ

ଏସି ସର୍ଟସର୍କିଟ୍‌ରୁ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ନିଆଁ ଲାଗିଛି।

ବାୟୋ କେମିଷ୍ଟ୍ରୀ ବିଭାଗର ବିଭିନ୍ନ ରସାୟନ ପଦାର୍ଥ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ କର୍ମଚାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes