ଏବେ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କାଟ ହେଉଛି : ସଚିବ

ରାଜ୍ୟରେ ବିଦ୍ୟୁତ କାଟ ପାଇଁ କୌଣସି ନିୟମ କରାଯାଇନାହିଁ ଏବଂ କେବଳ ରକ୍ଷଣାବେକ୍ଷଣ କାମ ପାଇଁ ବିତରଣକାରୀ କମ୍ପାନୀ ମାନେ ବିଦ୍ୟୁତ କାଟ କରୁଥିବା ଆଜି କହିଛନ୍ତି ଶକ୍ତି ସଚିବ ନିକୁଞ୍ଜ ଧଳ l

ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ, ବିଶେଷ କରି ରାତିରେ ବିଦ୍ୟୁତ କାଟ ନ କରିବାକୁ କମ୍ପାନୀକୁ କୁହାଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes