ଏବେ କରୋନା ନେଇ ଆତଙ୍କିତ ନ ହେବାକୁ ପରାମର୍ଶ

ରାଜ୍ୟରେ ଏବେ 7/8 ଜିଲ୍ଳାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏବଂ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ସକ୍ରିୟ କରୋନା ମାମଲା ମଧ୍ୟ ନ ଥିବା ଆଜି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକl

ତେବେ ଆଇସିଏମଆର ଗାଇଡ଼ଲାଇନ ଅନୁସାରେ ଦୈନିକ ଟେଷ୍ଟ ବୃଦ୍ଧି କରାଯାଉଛି ଏବଂ ଲୋକମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes