ନିର୍ମାଣାଧୀନ କାର୍ଯ୍ୟର ଆଜି ସମୀକ୍ଷା ପରେ ‘ଏକ୍ସ’ରେ ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି।ବଢୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏହି ରାସ୍ତା ଏକ ମୁଖ୍ୟ ମାଧ୍ୟମ।CRPF ଛକ, ଉତ୍କଳ ହସ୍ପିଟାଲ, ଇନଫୋସିସ୍କୁ ଯୋଗାଯୋଗ ସହଜ ହେବ କହିଛନ୍ତି ମନ୍ତ୍ରୀ।
Credible Local News of Odisha