ଏ ନେଇ SOP ହୋଇଥିବା କହିଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବ ଏବଂ ୧୨ ସୁଦ୍ଧା ଏଜେନ୍ସି ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଅଭିଯୋଗ ଥିଲେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିବା ଏଜେନ୍ସିଙ୍କୁ ବାଦ୍ ଦିଆଯିବ। ଯେଉଁମାନଙ୍କ ନାଁରେ ଅଭିଯୋଗ ନାହିଁ ସେମାନଙ୍କୁ ଦାୟିତ୍ବ ଦିଆଯିବ କହିଛନ୍ତି ମନ୍ତ୍ରୀ।