ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିବା ସହ ଖବର ମୋତେ ଗଭୀର ଭାବେ ବ୍ୟଥିତ, ଚକିତ ଓ ମର୍ମାହତ କରିଛି କହିଛନ୍ତି।
ନିଆଁ ଲଗାଇ ଝିଅମାନେ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ, ଗୋଟେ ମାସ ଭିତରେ ଚାରି ଜଣ ଯୁବତୀ ଜୀବନ ହାରି ଦେଇଛନ୍ତି, ଏପରି ଘଟଣା ବ୍ୟବସ୍ଥାର ବିଫଳତା ଦିଗକୁ ଇଙ୍ଗିତ କରୁଛି କହିଛନ୍ତି ନବୀନ।