ଏନ୍ଏସି ମାନ୍ୟତା ଦାବିରେ ୬ ଘଣ୍ଟିଆ ବେଗୁନିଆ ବନ୍ଦ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।ବନ୍ଦକୁ ବିଭିନ୍ନ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି। ଜରୁରୀକାଳୀନ ସେବାକୁ ଛାଡି ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes