ଏନଏଚ୍ଆଇ ନାଁରେ ମାମଲା କଲା ପୁଲିସ

ଘଟଗାଁ ଆସୁଥିବା ବେଳେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ୨୭୪/୨୩ରେ ନିଜ ଆଡ଼ୁ ମାମଲା ରୁଜୁ କଲା ଘଟଗାଁ ପୁଲିସ।

NHAIର PDଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କଲା ପୁଲିସ। ରାସ୍ତା କାମ ସାରିନଥିବା ଓ ପାଟ୍ରୋଲିଂ ଠିକ ହେଉନଥିବା ଦର୍ଶାଇ ମାମଲା କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes