ଏନଏଚଆଇର ପାଟ୍ରୋଲିଂ ଇନଚାର୍ଜ ଗିରଫ

ଘଟଗାଁ ନିକଟେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ କରିଛି ଘଟଗାଁ ପୁଲିସ।

NH ୨୦ ଦରଖଳାରୁ ନେଙ୍କଡ଼ାଘର ଯାଏଁ ପାଟ୍ରୋଲିଂ ଦାୟିତ୍ବରେ ଥିଲେ।ଗତକାଲି NHAI ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes