ଏଥିର ମାଟ୍ରିକ୍ ରେ ଝିଅଙ୍କ ବାଜିମାତ୍

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ସର୍ବାଧିକ ରହିଛି। ୨ ଲକ୍ଷ ୬୩ ହଜାର ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ ଲକ୍ଷ ୫୬ ହଜାର ୨୯ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes