ଭୁବନେଶ୍ୱର ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଛି। ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ଦୁର୍ଗାପୂଜା ହେବ ନେଇ ଦୁର୍ଗା ପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରତିବର୍ଷ ଭଳି ଏଥର ବି ମହାଆଡ଼ମ୍ୱରରେ ହେବ ପୂଜା।
Credible Local News of Odisha