‘ପ୍ରଧାନମନ୍ତ୍ରୀ ରାହତ୍’ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ।କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା SP, DCPଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ଦେଢ଼ ଲକ୍ଷ ପର୍ଯ୍ୟନ୍ତ କ୍ୟାସ୍ଲେସ୍ ଚିକିତ୍ସା ମିଳିବ।
କ୍ୟାସ୍ଲେସ୍ ଚିକିତ୍ସାରେ ଦୁର୍ଘଟଣା ପରଠୁ ୭ ଦିନ ଯାଏଁ ଚିକିତ୍ସା ସୁବିଧା ମିଳିବ। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ। ଏନେଇ ଜିଲ୍ଲାରେ ଜଣେ DySP ପାହ୍ୟାର ଅଧିକାରୀ ନୋଡାଲ ଅଫିସର ଭାବେ ନିଯୁକ୍ତି ହେବେ। ଜାଲିଆତି ରୋକିବା ପାଇଁ ସିସିଟିଭି ଓ ଟୋଲ୍ ତଥ୍ୟର ସହାୟତା ନିଆଯିବ।