ଏଣିକି ପୋଷା ଜନ୍ତୁ ରଖିଲେ ବିଏମସିରୁ ନେବାକୁ ପଡ଼ିବ ଅନୁମତି

ଏଣିକି ପୋଷା ଜନ୍ତୁ ରଖିବା ପାଇଁ ବିଏମସିର ଅନୁମତି ନେବାକୁ ପଡ଼ିବ।

ଏହା ସହ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏନେଇ ଗାଇଡ୍ଲାଇନ୍ ଆଣିବ ବିଏମସି। ପୋଷା ଜନ୍ତୁ ଅନ୍ୟର କ୍ଷତି ଯେଭଳି ନ ପହଞ୍ଚାଏ ଅଣ୍ଡରଟେକିଂ ଦେବାକୁ ପଡ଼ିବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version