ସୋନପୁର କଲେଜରେ ଛାତ୍ରଛାତ୍ରୀଙ୍କୁ ମୋଟ୍ ନମ୍ବରରୁ ମିଳିଛି ଅଧିକ ମାର୍କ।ସେମିଷ୍ଟରରେ ଛାତ୍ରଛାତ୍ରୀଙ୍କୁ ୧୦୦ରୁ ୧୦୩/୧୦୫ ମାର୍କ ମିଳିଛି। ଏନେଇ କଲେଜରେ କଣ୍ଟ୍ରୋଲରଙ୍କୁ ଘେରିଲେ ଛାତ୍ରଛାତ୍ରୀ।
Credible Local News of Odisha