ଏକ ଲୁହାପଥର ଖଣିରେ ଆୟକର ରେଡ୍‌

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଭଞ୍ଜପାଲି ସ୍ଥିତ ଏକ ଲୁହାପଥର ଖଣିରେ ଆୟକର ବିଭାଗ ଚଢାଉ କରିଛି।

ଟିକସ ଅନିୟମିତତା ଅଭିଯୋଗରେ ଆୟକର ବିଭାଗର ରେଡ୍‌ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes