ଆଜି ମୁଳାପଡ଼ିଆ ପାଣିଟାଙ୍କି ଠାରେ ଆଉ ଏକ ଭୂଉଚ୍ଚ ପାନୀୟ ଜଳ ଭଣ୍ଡାର, ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ନୂତନ ପାଇପ ଲାଇନ ବିଛାଇବା କାର୍ଯ୍ୟର ଭୂମି ପୂଜା ହୋଇଥିବାବେଳେ ଲିଙ୍ଗରାଜ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ୱାଟର କିଓସ୍କ)ଏବଂ ଜାଗମରା ଠାରେ ମହିଳା ସମିତିଙ୍କ ଦ୍ଵାରା ଦୁଇଟି ଜଳ ଛତ୍ରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଥିଲେ l
ପାଖାପାଖି୧୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର, ଜନପ୍ରତିନିଧି ଓ ସାଧାରଣ ଜନତା ଉପସ୍ଥିତ ଥିଲେ l