ଭୁବନେଶ୍ଵର ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ତଥା ମୟୁରଭଂଜ ସାଂସଦ ଇଂ ବିଶ୍ଵେଶ୍ବର ଟୁଡୁଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠା ହେଉଥିବା ଏକଲବ୍ୟ ମଡେଲ ବିଦ୍ୟାଳୟ ଗୁଡିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।
ମୟୁରଭଂଜ ଜିଲ୍ଲାରେ ସର୍ବାଧିକ ୧୯ ଗୋଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ତେବେ ଏହାର କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିବା ସହ ଖୁବଶୀଘ୍ର ଉଦଘାଟନ ହେବ ନେଇ ଖୁସିବ୍ୟକ୍ତ କରିଥିଲେ।