କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ମିଳିବ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ।
୯୦ ମଇଁଷି ଚରିବାକୁ ଯାଇଥିଲେ, ୪୪ ମୃତ ମଇଁଷି ଉଦ୍ଧାର ହୋଇଥିଲେ ଏବଂ ୮ ଜୀବନ୍ତ ଉଦ୍ଧାର ହୋଇଥିଲା ବେଳେ ୩୮ ମଇଁଷି ଏବେବି ନିଖୋଜ ଅଛନ୍ତି।