ଜଗତସିଂହପୁର DRDA ଅଫିସ୍ ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍ପି କହିଛନ୍ତି, “ଅଫିସ୍ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲେ ସଞ୍ଜୟ, ଏହା ପରେ ୟୁଟ୍ୟୁବ୍ ଦେଖି ଅନଲାଇନ୍ରୁ ମଗାଇ ମାର୍ଚ୍ଚ ମାସରୁ ଲଗାଇଥିଲା ହିଡେନ୍ କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା, ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା”।