ଏଏସ୍ଓ‌ ମେରିଟ୍ ଲିଷ୍ଟ୍‌ ଖାରଜ

ଏଏସ୍ଓ‌ ନିଯୁକ୍ତି ଅନିୟମିତତା ମାମଲାରେ‌OPSCର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ।

୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ୭୯୬ଟି ଏଏସ୍ଓ‌ ପଦବୀ ପାଇଁ ଗତ ଅଗଷ୍ଟରେ ହୋଇଥିଲା ପରୀକ୍ଷା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes