ଏଏସ୍ଆଇଙ୍କ ଘରୁ ମିଳିଲା ୩.୩୧ଲକ୍ଷ ଟଙ୍କା

ଢାବା ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ASI ଅରୂପାନନ୍ଦ ଦାସ ଗିରଫ ହୋଇଛନ୍ତି। ଗିରଫ ପରେ ASIଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି।

ଭୁବନେଶ୍ବର ଓ ବଡ଼ଗାଁ ଘରୁ ନଗଦ ୩ ଲକ୍ଷ ୩୧ ହଜାର ଟଙ୍କା, ଭିଏତନାମ ଓ ନେପାଳର ମୁଦ୍ରା ଜବତ କରିଛି। ଗତବର୍ଷ ମେ’ ମାସରେ ଭିଏତନାମ ବୁଲିବାକୁ ଯାଇଥିଲେ ଥାନା ବାବୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes