ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିଆପାଲି ଠାରେ ଚାଲିଥିବା ୧୪ ତମ ସହିଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାରେ ଉଲୁଣ୍ଡାକୁ ହରାଇ ବାଉଁଶୁଣି ମେହେର ସୁପରଷ୍ଟାର ଚାମ୍ପିଅନ ହୋଇଛି।

Credible Local News of Odisha