ଉଲିବୁରୁରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

କେନ୍ଦୁଝରର ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଠାରେ ଆଜି ସନ୍ଧ୍ୟାରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି ଲ

ସଂଘର୍ଷରେ ଆହତ ହୋଇଥିବା ତିନି ଜଣଙ୍କୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes