ଉଫୁଲା ମାଉସୀ ମନ୍ଦିର ଠାରେ ମହାପ୍ରଭୁଙ୍କ ପର୍ଶୁରାମ ଅବତାର

ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ସ୍ଥିତ ମାଉସୀ ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପର୍ଶୁରାମ ଅବତାର ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes