ଉଫୁଲା ଠାରେ ନୂତନ ମାଉସୀ ମନ୍ଦିରର ପ୍ରତିଷ୍ଠା ସମ୍ପନ୍ନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଠାରେ ନୂତନ ମାଉସୀ ମା’ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଆଜି ସମ୍ପନ୍ନ ହୋଇଛି ।

ଏଥିପାଇଁ ଗତକାଲି ଗ୍ରାମର ମଗରା କଟା ବନ୍ଧରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଜି ହୋମ ଯଜ୍ଞ ସହ ରତ୍ନମୁଦ ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes