ଉଫୁଲାରେ ସାର୍ବଜନୀନ କାଳୀ ପୂଜା ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ଠାରେ ସ୍ଥାନୀୟ ଯୁବଶକ୍ତି କ୍ଲବ ଆନୁକୂଲ୍ୟରେ ୩୯ତମ କାଳୀ ପୂଜା ଉତ୍ସବ ଆଜି ଭସାଣି ଶୋଭାଯାତ୍ରା ସହ ଉଦଯାପିତ ହୋଇଯାଇଛି । ଗ୍ରାମରୁ ଚକାବର ସ୍ଥିତ ରଜାବନ୍ଧ ଯାଏ ଅନୁଷ୍ଠିତ ଭସାଣି ଶୋଭାଯାତ୍ରାରେ ଦୁଲଦୁଲି ବାଦ୍ୟ ଓ ବାଡି ଖେଳ ସାଙ୍ଗକୁ ପାରମ୍ପାରିକ ଢୋଲ, ନିଶାନ ଓ ମହୁରୀ ବାଦ୍ୟ ପରିବେଷିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version