ଅନୁଗୁଳ ଜିଲ୍ଲା ସାନ୍ତାରାପୁର ପୁରିକିଆ ନାଳ ଉପରେ ଆଜି ବିଜୁ ସେତୁର ଭିର୍ତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇ ନିଜ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
Credible Local News of Odisha