ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଥିବାବେଳେ ଏଥିରୁବବିଜୁ ଜନତା ଦଳ ଅନୁପସ୍ଥିତ ରହିବ ନେଇ ସୂଚନା ମିଳିଛି।

ରାଜ୍ୟସଭାରେ ବିଜେଡିର ଅଛନ୍ତି ୭ ସାଂସଦ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes