ଉପନିର୍ବାଚନରେ 11 ଟା ସୁଦ୍ଧା 32% ମତଦାନ

ଆଜି ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଦିନ 11 ଟା ସୁଦ୍ଧା 32% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version