ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଢଳାଯାଇଛି ଅଳିଆ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏନଏସି ଅଳିଆ ଢଳାଯାଇଛି ।

ଦୀର୍ଘଦିନ ଧରି ଡମ୍ପିଂୟାର୍ଡ ସମସ୍ଯାର ସମାଧାନ ନହେବାରୁ ଏହି ପଦକ୍ଷେପ ନେବା ସହ ସମାଧାନ ପାଇଁ ଧାରଣାରେ ବସିଛନ୍ତି ଏନଏସି ଅଧ୍ଯକ୍ଷା ପ୍ରମିଳା ପଣ୍ଡା, ଉପାଧ୍ଯକ୍ଷା ଲିଲି ଭୋଳ ଏବଂ ସମସ୍ତ ୱାର୍ଡ କାଉନସିଲର ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes