ମତ୍ସ୍ୟ ସଂପଦର ସଂରକ୍ଷଣ ପାଇଁ ଆଜିଠୁ ଜୁନ୍ ୧୪ ଯାଏଁ ଉପକୂଳ ସମୁଦ୍ରରେ ମାଛଧରା ନିଷେଧ କରାଯାଇଛି। ୬୧ ଦିନ ପାଇଁ କଟକଣା ଲାଗୁ କଲେ ରାଜ୍ୟ ସରକାର। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଦେବେ ମତ୍ସ୍ୟଜୀବୀ।
Credible Local News of Odisha