ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ତାପମାତ୍ରା କମିବ

ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା କେତେକ ଉପକୂଳ ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବା ଏବଂ ତାପମାତ୍ରା ପ୍ରାୟ 2 ଡିଗ୍ରୀ ହ୍ରାସ ପାଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି କୁହାଯାଇଛି l

ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହିବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version