ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ସାଂସଦଙ୍କ ଆଲୋଚନା

ଆଜି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଧର୍ମଶାଳା ବ୍ଲକ ଜାରକାସ୍ଥିତ କାର୍ଯ୍ୟାଳୟରେ ଯାଜପୁରର ବିକାଶ ନିମନ୍ତେ ସ୍ଥାନୀୟ ସରପଞ୍ଚ , ଜିଲ୍ଲା ପରିଷଦ ଓ ଜନସାଧାରଣଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes