ଉଦ୍ୟାନ କୃଷି ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌

ଦୁର୍ନୀତି ମାମଲାରେ ନୀଳଗିରିର ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ ମିଶ୍ର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବାଲେଶ୍ବର ଭିଜିଲାନ୍ସ କୋର୍ଟ ଦ୍ବାରା ୩ ବର୍ଷ ଜେଲ୍‌ ଦଣ୍ଡ, ୫୦ ହଜାର ଜରିମାନା ପାଇଁ ରାୟ ଦେଇଛନ୍ତି। କଦଳୀ ବଗିଚା ପାଇଁ NHM ଯୋଜନାରେ ଆସିଥିବା ଟଙ୍କା ଆତ୍ମସାତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes