ଉଦ୍ଧାର ହେଲା ନୟାଗଡ଼ର ନିଖୋଜ ଛାତ୍ର ଅମ୍ରିତ

ଓଡ଼ଗାଁ ଥାନା ନିଜ ଗାଁ କୁରାଳ ନିକଟରୁ ଉଦ୍ଧାର ହୋଇଛି।

ଛାତ୍ର ଜଣକ ୫ ଦିନ ହେଲା ନିଖୋଜ ଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନେଇଛି ପୁଲିସ। ସନ୍ଧ୍ୟାରେ ଟ୍ୟୁସନରୁ ଫେରିଲା ବେଳେ ନିଖୋଜ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version