ଉଦଳା ବ୍ଲକ ପରିସରରେ ରଜ ପର୍ବ ପାଳିତ

ଆଜି ରଜର ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପରିସରରେ ରଜ ପର୍ବ ବେଶ ଧୁମ୍ ଧାମରେ ପାଳିତ ହୋଇଛି। ରଜ ଦୋଳି ସହ ବିଭିନ୍ନ ପ୍ରକାର ପିଠାପଣା ଆଶର ଜମିଥିଲା ।ଉଦଳା ବ୍ଲକ ର ବିଡ଼ିଓ ଦେବଜାନୀ ଭୁଁୟା ଏହି ରଜ ପର୍ବ କୁ ଉଦଘାଟନ କରିଥିଲେ ।

ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ଵାଳ, ଉପାଧକ୍ଷା ରଜନୀକାନ୍ତ ଦାସ ଙ୍କ ସମେତ ବ୍ଲକ କର୍ମଚାରୀ ବିଭିନ୍ନ ପଂଚାୟତ ର ଜନ ପ୍ରତିନିଧି ପ୍ରମୁଖ ରଜ ପର୍ବକୁ ପାଳନ କରିଥିଲେ । ଏହି ପରି କି ଦୋଳି ରେ ବ୍ଲକ ବିଡ଼ିଓ ଦେବଜାନୀ ଭୁଁୟା ଓ ବ୍ଲକ ଅଧ୍ୟକ୍ଷା ବେଶ ମଜା ନେଇଥିବା ଦେଖିବାକୁ ମିଳିଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes