ଉଦଘାଟିତ ହେଲା ସମ୍ବେଦଶୀଳ ସାକ୍ଷୀଙ୍କ ସାକ୍ଷ୍ୟ କେନ୍ଦ୍ର

ସ୍ଥାନୀୟ ଜିଲା ଦୌରାଜଜଙ୍କ କୋର୍ଟ ପରିସରରେ ଆଜି ସମ୍ବେଦଶୀଳ ସାକ୍ଷୀ ଙ୍କ ସାକ୍ଷ୍ୟ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଏହାକୁ ସୁପ୍ରିମ କୋର୍ଟ ଜଷ୍ଟିସ ନାଗେଶ୍ୱର ରାଓ ଓ ହାଇକୋର୍ଟ ର ମୁଖ୍ୟ ବିଚାର ପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଉଦଘାଟନ କରିଥିଲେ।

ଏହି ଅବସର ରେ ଜିଲା ଓ ଦୌରାଜଜ କୋର୍ଟ ର ସମସ୍ତ ବିଚାର ପତି ଓ ଜିଲା ଓକିଲ ସଂଘ ର କର୍ମକର୍ତ୍ତା ତଥା ସଦସ୍ୟା/ ସଦସ୍ୟ ଗଣ ଉପସ୍ଥିତ ଥିଲେ। ଏହା ଦ୍ବାରା ବିନା ଅଭିଯୁକ୍ତ ଙ୍କ ସମ୍ମୁଖରେ ସାକ୍ଷୀ ମାନେ ସେମାନଙ୍କ ବୟାନ ରେକର୍ଡ କରାଯାଇ ପାରିବ ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes