ଉତ୍ସବ ମୁଖର ସମଗ୍ର ଆରଡିପୀଠ

ଗତ ୨ ବର୍ଷର କଟକଣା ପରେ ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଆସନ୍ତା ଜୁନ୍ ୪ ରେ ମହା ଆଡମ୍ବର ସହକାରେ ପାଳିତ ହେବ ଓ ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଓ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଯାଇଛି ।

ସକାଳୁ ମନ୍ଦିର ଦ୍ୱାର ଫିଟା ନୀତି ସରିବା ପରେ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଚଳିତବର୍ଷ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିବାବେଳେ କନ୍ୟାପିତା ଭାବେ ବ୍ରହ୍ମପୁର ଜିଲା ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version