ଉତ୍ସବ ଆପ୍ରେ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହଦ୍ବାର ଥାନା।
ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି ଉଲ୍ଲେଖ ରହିଛି। ଆବଶ୍ୟକ ପଡ଼ିଲେ ସିଂହଦ୍ବାର ଥାନା ପକ୍ଷରୁ ମାମଲା ରୁଜୁ ହେବ।
Credible Local News of Odisha