ଉତ୍ତର ଉତ୍କଳ ତୈଳିକ ବୈଶ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ

ଉତ୍ତର ଉତ୍କଳ ତୈଳିକ ବୈଶ୍ୟ ସମାଜର ୫୫୦ ଘର ପକ୍ଷରୁ ଆଜି କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଠାରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବାକୁ ଥିବା ବେଳେ ଉଦଘାଟନ ଉତ୍ସବରେ ଶତାଧିକ ମହିଳା କଳସ ଯାତ୍ରା ନେଇ ଅଗ୍ରପୂଜ୍ୟ ଗଣେଷଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଜୟପୁର, ଗାଙ୍ଗପୁର, ବାମଣ୍ଡା ଓ ବଣାଇ ଅଂଚଳରୁ ହଜାର ହଜାର ସମାଜର ବ୍ଯକ୍ତି ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version