ଏଫ୍ଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅନେକ କଂଗ୍ରେସ କର୍ମୀ।
ବଳଙ୍ଗା ପୀଡ଼ିତାଙ୍କର ମଧ୍ୟ ଆଶୁ ଆରୋଗ୍ୟ କାମନା କଲେ। ମହିଳାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ କହିଲେ ଭକ୍ତ।
Credible Local News of Odisha