ଉତ୍କଳ ଗୌରବଙ୍କ ଜନ୍ମ ଜୟନ୍ତୀ ପାଳନ

ଆଜି ବରଗଡ଼ ଜିଲ୍ଲା ଓକିଲ ସଂଘର ପ୍ରେକ୍ଷାଳୟରେ ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ସମାରୋହରେ ବରଗଡ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୋତଶ୍ଵିନି କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଶ୍ରୀ ଦଳ ବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସଙ୍ଘ ର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ସଂଘ ର ପ୍ରାଚୀର ପତ୍ର ନ୍ୟାୟଶିଖା କୁ ଉନ୍ମୋଚନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes