ଆଜି ବେଲଗାଁ ଠାରେ ଉତ୍କଳ କନ୍ଧ ସମାଜର କାର୍ଯ୍ୟକ୍ରମରେ ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ନବୀନ ପଟ୍ଟନାୟକଙ୍କ ସରକାର ସଦାସର୍ବଦା ଗରିବ ଓ ଆଦିବାସୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି; ଆଗାମୀ ଦିନରେ ଜନସାଧାରଣ ଆଶୀର୍ବାଦ କଲେ,ଏହି ଅଞ୍ଚଳରେ ବିକାଶ ର ଧାରା ଆହୁରି ଅଧିକ ହେବ ବୋଲି ଶ୍ରୀମତି ଟୁକୁନି ସାହୁ ଉଦବୋଧନ ଦେଇଥିଲେ।