ଉତ୍କଳମଣୀ ଗୋପବନ୍ଧୁଙ୍କ ଶ୍ରାଦ୍ଧ ବର୍ଷିକୀ ପାଳିତ

ପୁଣ୍ୟତ୍ମା ଉତ୍କଳମଣୀ ଗୋପବନ୍ଧୁ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି କପ୍ତିପଦା ଉପଖଣ୍ଡ ଉଦଳା ଏହି ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି ।

ବସ ଷ୍ଟାଣ୍ଡ ନିକଟରେ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଉଦଳା ଜନସାଧାରଣଙ୍କ ତରଫରୁ ଏହି ଶ୍ରାଦ୍ଧ ବାର୍ଷିକୀ କରଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version