ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଭିଭାବକ -ଶିକ୍ଷକ ବୈଠକ

ସାରା ରାଜ୍ୟରେ ଆଜି ଅଭିଭାବକ -ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟା ରୂପାନ୍ତରଣ କାର୍ଯ୍ୟକ୍ରମ ଓ ଏହାର ବିଭିନ୍ନ ଉପାଦାନଗୁଡିକର ସଠିକ ବ୍ୟବହାର ଓ ପରିଚାଳନା ଉପରେ ଆଲୋଚନା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version