ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ହେଲେ ବିଷ୍ନୁପଦ ସେଠୀ

1995 ବ୍ୟାଚର ଆଇଏଏସ ବିଷ୍ନୁପଦ ସେଠିଙ୍କୁ ରାଜ୍ୟ ସରକାର ଆଜି ଉଚ୍ଚଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତ କରିଛନ୍ତି l ଏଥିସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ମଧ୍ୟ ରହିବେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version