ଖୋର୍ଦ୍ଧା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। କେତେ ଅଳଙ୍କାର ଚୋରି ହୋଇଛି ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha